ବିନିଗ୍ରହ Binigraha

  • ସଂ. ବି (ବି+ନିଗ୍ରହ) — ନିୟନ୍ତ୍ରଣ; ସଂଯମନ — Restraining; curbing (Apte);
  • ସଂ. ବି (ବି+ନିଗ୍ରହ) — ପରସ୍ପର ବିରୋଧ — Antithesis; mutual opposition (Apte)