ବିନିକ୍ଷିପ୍ତ Binikshipta

  • ସଂ. ବିଣ (ବି+ନି+କ୍ଷିପ ଧାତୁ+କର୍ତ୍ତୃ. ତ) — ଯାହା ଏଣେ ତେଣେ ଫୋପଡ଼ା ଯାଇଥାଏ — propelled; tossed
  • ସଂ. ବିଣ (ବି+ନି+କ୍ଷିପ ଧାତୁ+କର୍ତ୍ତୃ. ତ) — ବହିଃକ୍ଷିପ୍ତ — Thrown away