ବିନିଗମକ Binigamaka

  • ସଂ. ବି. ପୁଂ (ବି+ନି+ଗମ୍ ଧାତୁ ଣିଚ୍+କର୍ତ୍ତୃ. ଅକ) — ପ୍ରତିପାଦକ — Accomplishing; demonstrating
  • ସଂ. ବି. ପୁଂ (ବି+ନି+ଗମ୍ ଧାତୁ ଣିଚ୍+କର୍ତ୍ତୃ. ଅକ) — ନିର୍ଣ୍ଣାୟକ — Ascertaining
  • ସଂ. ବି. ପୁଂ (ବି+ନି+ଗମ୍ ଧାତୁ ଣିଚ୍+କର୍ତ୍ତୃ. ଅକ) — ସଂଶୟନିବାରକ — Removing doubt
  • ସଂ. ବି. ପୁଂ (ବି+ନି+ଗମ୍ ଧାତୁ ଣିଚ୍+କର୍ତ୍ତୃ. ଅକ) — ବ୍ଯବଚ୍ଛେଦକ — Dissecting
  • ସଂ. ବି. ପୁଂ (ବି+ନି+ଗମ୍ ଧାତୁ ଣିଚ୍+କର୍ତ୍ତୃ. ଅକ) — ଦୁଇ ପକ୍ଷ ମଧ୍ୟରୁ ଏକ ପକ୍ଷର ସିଦ୍ଧି ଘଟାଇବା ବାଲା (ହି.ଶ) — Bringing success to one of the two parties