ବିଧାୟକ Bidhāyaka
- ସଂ. ବିଣ. ପୁଂ—(ବି+ଧା ଧାତୁ+କର୍ତ୍ତୃ. ଅକ) — ନିୟାମକ — Controlling
- ସଂ. ବିଣ. ପୁଂ—(ବି+ଧା ଧାତୁ+କର୍ତ୍ତୃ. ଅକ) — ବ୍ଯବସ୍ଥାପକ; ବ୍ଯବସ୍ଥାକାରୀ — Laying down; prescribing; legislative; arranging
- ସଂ. ବିଣ. ପୁଂ—(ବି+ଧା ଧାତୁ+କର୍ତ୍ତୃ. ଅକ) — ସଂଘଟନକାରୀ — Bringing about; dispensing
- ସଂ. ବିଣ. ପୁଂ—(ବି+ଧା ଧାତୁ+କର୍ତ୍ତୃ. ଅକ) — ଉତ୍ପାଦକ — Causing; producing
- ସଂ. ବିଣ. ପୁଂ—(ବି+ଧା ଧାତୁ+କର୍ତ୍ତୃ. ଅକ) — ଅର୍ପଣକାରୀ — Consigning; delivering to the care of; entrusting