ବିଧାନ ଶାସ୍ତ୍ର Bidhāna ṡāstra

  • ସଂ. ବି—(ଆଧୁନିକ) — ଆଇନ୍; ବ୍ଯବସ୍ଥା ଶାସ୍ତ୍ର — Law
  • ସଂ. ବି—(ଆଧୁନିକ) — ନୀତିଶାସ୍ତ୍ର — Ethics; the science of morals