ବିଧି Bidhi

  • ସଂ. ବି. (ବି+ଧା ଧାତୁ+କର୍ତ୍ତୃ ଇ) — ପ୍ରଜାପତି; ବ୍ରହ୍ମା; ବିଧାତା — Brahmā the Creator
  • ସଂ. ବି. (ବି+ଧା ଧାତୁ+କର୍ତ୍ତୃ ଇ) — ବିଷ୍ଣୁ — Bishṇu
  • ସଂ. ବି. (ବି+ଧା ଧାତୁ+କର୍ତ୍ତୃ ଇ) — ଭଗବାନ୍; ଈଶ୍ୱର — God; Providence
  • ସଂ. ବି. (ବି+ଧା ଧାତୁ+କର୍ତ୍ତୃ ଇ) — ଦୈବ; ଭାଗ୍ୟ — Fortune; luck; fate
  • ସଂ. ବି. (ବି+ଧା ଧାତୁ+କର୍ତ୍ତୃ ଇ) — (+ଭାବ. ଇ) ପଦ୍ଧିତ; କ୍ରମ — Step; procedure; style
  • ସଂ. ବି. (ବି+ଧା ଧାତୁ+କର୍ତ୍ତୃ ଇ) — ନିୟମ — Rule; regulation
  • ସଂ. ବି. (ବି+ଧା ଧାତୁ+କର୍ତ୍ତୃ ଇ) — ନିୟୋଗ — Precept; command; appointment
  • ସଂ. ବି. (ବି+ଧା ଧାତୁ+କର୍ତ୍ତୃ ଇ) — ଅନୁଷ୍ଠାନ — Institution; act; deed
  • ସଂ. ବି. (ବି+ଧା ଧାତୁ+କର୍ତ୍ତୃ ଇ) — ପ୍ରଥା; ରୀତି — Custom; practice
  • ସଂ. ବି. (ବି+ଧା ଧାତୁ+କର୍ତ୍ତୃ ଇ) — ଆଚାର — Usage
  • ସଂ. ବି. (ବି+ଧା ଧାତୁ+କର୍ତ୍ତୃ ଇ) — (+କରଣ ଇ) ଶାସ୍ତ୍ରବିଧାନ — Religious precept
  • ସଂ. ବି. (ବି+ଧା ଧାତୁ+କର୍ତ୍ତୃ ଇ) — ପ୍ରକାର — Sort; kind; mode; manner;