ବିଧାନଜ୍ଞ Bidhānajn̄a

  • ସଂ. ବିଣ. ପୁଂ—(ବିଧାନ+ଜ୍ଞା ଧାତୁ+କର୍ତ୍ତୃ. ଅ) — ବିଧିଜ୍ଞ; ନିୟମାଭିଜ୍ଞ — Well versed in the rules or procedure; acquainted with law