ବିଧାନକ Bidhānaka

  • ଦେ. ବିଣ—(ବିଧାନ+କୃ ଧାତୁ+କର୍ତ୍ତୃ, ଅ) — ବିଧାନକାରୀ; ସଂଘଟନକାରୀ; ବିଧାୟକ — Bringing about; dispensing; causing; producing
  • ଦେ. ବିଣ—(ବିଧାନ+କୃ ଧାତୁ+କର୍ତ୍ତୃ, ଅ) — [ଉ— ବିଧାନକ, ବଳ ଯେତେ ତାଙ୍କୁ କାଣ୍ଡେ କାଣ୍ଡେ। ଭଞ୍ଜ. ବୈଦେହୀଶବିଳାସ।
  • ସଂ. ବି—(ବିଧାନ+କ) — ଦୁଃଖ — Pain; agony; distress (Apte)