ବିଦୁ Bidu
- ଦେ. ବି — (ସଂ. ଦ୍ୱି) ପଶାଖେଳରେ 2 ଟି ପଶାକାଠିରେ ଦୁଇ ଦୁଇ ପଡ଼ିବା ଦାନ — (ସଂ. ଦ୍ୱି) ପଶାଖେଳରେ2ଟି ପଶାକାଠିରେ ଦୁଇ ଦୁଇ ପଡ଼ିବା ଦାନ—. A throw resulting in 2 points turning out in each of 2 dice
- ଦେ. ବି — (ସଂ. ବିଦ୍ୟୁତ୍) — Lightning
- ଦେ. ବି — [ଉ— ଦେଖିଲା ଗୋଷ୍ଠେ, ଗୋପାଳ ମେଣ୍ଟେ, ଗାବ ହୁଅନ୍ତି ହରି; ନୀଳ ଜୀମୂତ, ବରନ ପୀତ, ବସନ ବିଦୁ ପରି। ଭକ୍ତଚରଣ. ମଥୁରାମଙ୍ଗଳ।]
- ଗ୍ରା. ବି — (ପୁଂ) ବିଦ୍ୟାଧରର ଆଦରାର୍ଥକ ଡାକ ନାମ — A name for calling males named Bidyādhara
- ଗ୍ରା. ବି — (ସ୍ତ୍ରୀ) ବିଦ୍ୟୁ— ଲତା ଆଦି ସ୍ତ୍ରୀଲୋକଙ୍କ ଡାକ ନାମ — A name for calling females