ବିଦୀର୍ଣ୍ଣ Bidīrṇṇa

  • ସଂ. ବିଣ. (ବି+ଦୃ ଧାତୁ+କର୍ମ. ତ) — ଚିରି ଯାଇ ଖଣ୍ଡ ଖଣ୍ଡ ହୋଇଯିବା; ବିଦାରିତ — Rent; cleft; lacerated
  • ସଂ. ବିଣ. (ବି+ଦୃ ଧାତୁ+କର୍ମ. ତ) — ଫାଟି ଯାଇଥିବା; ଭାଙ୍ଗି ଯାଇଥିବା — Broken
  • ସଂ. ବିଣ. (ବି+ଦୃ ଧାତୁ+କର୍ମ. ତ) — ହତ — Killed
  • ସଂ. ବିଣ. (ବି+ଦୃ ଧାତୁ+କର୍ମ. ତ) — ବିସ୍ତୀର୍ଣ୍ଣ — Spread; expanded