ବିଦିଥ Biditha

  • ସଂ. ବି. ପୁଂ. (ବିଦ୍ ଧାତୁ+କର୍ତ୍ତୃ. ଇଥ) — ପଣ୍ଡିତ, ବିଦ୍ୱାନ୍ ବ୍ୟକ୍ତି (ହି, ଶ) — A learned person
  • ସଂ. ବି. ପୁଂ. (ବିଦ୍ ଧାତୁ+କର୍ତ୍ତୃ. ଇଥ) — ଋଷି; ଯୋଗୀ (ହି, ଶ) — An ascetic