ବିଦିକ୍ Bidik

  • ସଂ. ବି. (ବିଦିଶ୍; 1 ମା. 1 ବ) — ଦିଗର ମଧ୍ୟସ୍ଥାନ; ଦିକ୍କୋଣ (ଈଶାନ, ବାୟୁ, ନୈଋତ ଓ ଅଗ୍ନିକୋଣ) — The corners between the four cardinal points of the compass; the intermediate points of the compass