ବିଦୀପ୍ତ Bidīpta

  • ସଂ. ବିଣ. (ବି+ଦୀପ୍ ଧାତୁ+କର୍ତ୍ତୃ. ତ) — ସନ୍ତପ୍ତ; ତାପିତ — Burnt
  • ସଂ. ବିଣ. (ବି+ଦୀପ୍ ଧାତୁ+କର୍ତ୍ତୃ. ତ) — [ଉ—ବିଦୀପ୍ତ ହେବାରୁ କରି ତାପ ଘନକାଳ —ଭଞ୍ଜ. ବୈଦେହୀଶବିଳାସ।]