ବିଦାକି Bidāki

  • ବୈଦେ. ବି. (ଆ. ବିଦାଆ) — ବନ୍ଧୁମାନଙ୍କୁ ବିଦାୟ ଦେବା — Act of bidding adieu to
  • ବୈଦେ. ବି. (ଆ. ବିଦାଆ) — ଉତ୍ସବାଦି ଉପଲକ୍ଷେ ସମାଗତ ବନ୍ଧୁ ଓ ଭୃତ୍ୟାଦିଙ୍କୁ ଦିଆଯିବା ବିଦାୟକାଳୀନ ଦେୟ ଅର୍ଥାତ୍ ଧନ ବସ୍ତ୍ରାଦି; ମେଲାଣି; ଦକ୍ଷିଣା — Money or clothes presented to relative and servants who attend social and other festivites