ବିଦଳିବା Bidaḻibā

  • ଦେ. (ପଦ୍ୟ) କ୍ରି. (ସଂ. ବିଦଳନ) — ବିଶେଷଭାବରେ ଦଳିବା — To thoroughly crush or grind
  • ଦେ. (ପଦ୍ୟ) କ୍ରି. (ସଂ. ବିଦଳନ) — ଉ—ବିଦଳେ ମାଡ଼ିଣ ଲୋକ ଇନ୍ଦ୍ରଗୋପ କିଞ୍ଚୁଳୁକ ଆଷଢ଼େ ଘନ ଗର୍ଜନେ ଜୀଇ। ଭଞ୍ଜ. ବୈଦେହୀଶ ବିଳାସ।