ବିଦାଂବର Bidāṁbara

  • ସଂ. ବିଣ. ପୁଂ. (ବ୍ରହ୍ମ, ଶାସ୍ତ୍ର, ବେଦ ଆଦି ଶବ୍ଦ ପରେ ପ୍ରଯୋଜ୍ୟ ଯଥା—ବେଦ ବିଦାଂବର) — (ବ୍ରହ୍ମ, ବେଦ, ଶାସ୍ତ୍ର ଆଦିରେ) ବିଜ୍ଞ ଲୋକମାନଙ୍କ ମଧ୍ୟରେ ଶ୍ରେଷ୍ଠ — Chief amongst persons versed in (the Bedas etc)
  • ସଂ. ବିଣ. ପୁଂ. (ବ୍ରହ୍ମ, ଶାସ୍ତ୍ର, ବେଦ ଆଦି ଶବ୍ଦ ପରେ ପ୍ରଯୋଜ୍ୟ ଯଥା—ବେଦ ବିଦାଂବର) — (ଉ—ଜ୍ୟୋତି ନିଧି ଖବାୟୁ ବ୍ରହ୍ମବିଦାଂବର, କାମକ୍ରୋଧ ବିଜୟ ଅଜୟ ଓଁ କାର—କୃଷ୍ଣସିଂହ. ମହାଭାରତ. ଶାନ୍ତି।)