ବିଦା ଦେବା Bidā debā

  • ଦେ. କ୍ରି — ମେଲାଣି ଦେବା; ଯିବା ପାଇଁ ଅନୁମତି ଦେବା — To bid farewell to a departing person; to give permission to go
  • ଦେ. କ୍ରି — ଧାନ କିଆରିରେ ବିଦା ଚଳାଇବା — To drive the harrow in the paddy field