ବିତାଇବା Bitāibā

  • ଦେ. କ୍ରି (ସଂ. ବ୍ୟତ୍ୟୟ; 'ବିତିବା' କ୍ରିୟାର ଣିଜନ୍ତ ରୂପ) — (ସମୟ) କ୍ଷେପଣ ବା ଯାପନ କରିବା — To pass or spend (time)
  • ଦେ. କ୍ରି (ସଂ. ବ୍ୟତ୍ୟୟ; 'ବିତିବା' କ୍ରିୟାର ଣିଜନ୍ତ ରୂପ) — ଅଞ୍ଜାମ କରିବା; (ରୋଗ ଆଦି) କିଛିକାଳ ଭୋଗ କରିବା — To suffer from a disease for some time
  • ଦେ. କ୍ରି (ସଂ. ବ୍ୟତ୍ୟୟ; 'ବିତିବା' କ୍ରିୟାର ଣିଜନ୍ତ ରୂପ) — ସମୟ ନଷ୍ଟ କରିବା — To waste time
  • ଦେ. କ୍ରି (ସଂ. ବ୍ୟତ୍ୟୟ; 'ବିତିବା' କ୍ରିୟାର ଣିଜନ୍ତ ରୂପ) — ନିର୍ଦ୍ଦିଷ୍ଟ କାଳକୁ କଟାଇବା — To let the due time pass
  • ଦେ. କ୍ରି (ସଂ. ବ୍ୟତ୍ୟୟ; 'ବିତିବା' କ୍ରିୟାର ଣିଜନ୍ତ ରୂପ) — କୌଣସି ବ୍ୟକ୍ତିଠାରେ ବୃଥା ଦୋଷାରୋପ କରିବା — To accuse a person for nothing
  • ଦେ. କ୍ରି (ସଂ. ବ୍ୟତ୍ୟୟ; 'ବିତିବା' କ୍ରିୟାର ଣିଜନ୍ତ ରୂପ) — (ଯଥା—ଗାଁ ମହାଜନେ କିଛି ନ ବୁଝି ନ ସୁଝି ତା ଉପରେ ଦୋଷ ବିତାଇ ଦେଲେ।)