ବିତସ୍ତି Bitasti

  • ସଂ. ବି. (ବି+ତସ୍ ଧାତୁ=ଉତ୍କ୍ଷେପଣ କରିବା+କର୍ମ. ତ) — ଚାଖଣ୍ଡ; 12 ଆଙ୍ଗୁଳି ପରିମାଣ; ପ୍ରସାରିତ କରତଳର ବୃଦ୍ଧାଙ୍ଗୁଷ୍ଠକୁ ଅଗରୁ କନିଷ୍ଠାଙ୍ଗୁଳି ଅଗ ପର୍ଯ୍ୟନ୍ତ ଦୈର୍ଘ୍ୟ — ଚାଖଣ୍ଡ;12ଆଙ୍ଗୁଳି ପରିମାଣ; ପ୍ରସାରିତ କରତଳର ବୃଦ୍ଧାଙ୍ଗୁଷ୍ଠକୁ ଅଗରୁ କନିଷ୍ଠାଙ୍ଗୁଳି ଅଗ ପର୍ଯ୍ୟନ୍ତ ଦୈର୍ଘ୍ୟ— A span measured from the tip of the thumb to that of the little finger of the fully extended plam