ବିତର୍ଦ୍ଦୀ Bitarddī

  • ସଂ. ବି—(ବି+ତର୍ଦ୍ଦ ଧାତୁ= ଉପବେଶନ କରିବା+କର୍ମ. ଇ+(ସ୍ତ୍ରୀ. ଈ) — ବେଦୀ; ମଞ୍ଚ — A raised platform; an alter; a pulpit
  • ସଂ. ବି—(ବି+ତର୍ଦ୍ଦ ଧାତୁ= ଉପବେଶନ କରିବା+କର୍ମ. ଇ+(ସ୍ତ୍ରୀ. ଈ) — ଚୌକି — A chair