ବିତଳ Bitaḻa

  • ସଂ. ବି. (ବି+ତଳ) — ସପ୍ତ ପାତାଳ ମଧ୍ୟରୁ 2 ୟ ପାତାଳ — ସପ୍ତ ପାତାଳ ମଧ୍ୟରୁ2ୟ ପାତାଳ—2. The 2nd of the 7 division of the nether world
  • ସଂ. ବି. (ବି+ତଳ) — (ପାତାଳ ତଳେ ନୋଟ୍ ଦେଖ)
  • ସଂ. ବି. (ବି+ତଳ) — ଗଭୀର ଭୂମଧ୍ୟ — A great depth under ground
  • ସଂ. ବି. (ବି+ତଳ) — [ଦ୍ର—ବିତଳକୁ ଆଲିଙ୍ଗନ, କରି ଜାହ୍ନବୀ ଶୋଭନ। ଭଞ୍ଜ. ବୈଦେହୀଶବିଳାସ।]