ବିତସ୍ତା Bitastā

  • ସଂ. ବି. (ବି+ତସ୍ ଧାତୁ=ଉତ୍କ୍ଷେପ କରିବା+କର୍ମ ତ+) — ସିନ୍ଧୁ ନଦୀର ଶାଖାବିଶେଷ; ପଞ୍ଜାବ ଅନ୍ତର୍ଗତ ଝେଲମ ନଦୀ — The Jhelum river in the Panjab; a tributary of the Indus
  • ସଂ. ବି. (ବି+ତସ୍ ଧାତୁ=ଉତ୍କ୍ଷେପ କରିବା+କର୍ମ ତ+) — [ଦ୍ର—ହିନ୍ଦୁ ଶାସ୍ତ୍ର ମତେ ଏହି ନଦୀରେ ଜଳ ତୀର୍ଥ ବାରି ରୂପେ ବିବେଚିତ]