ବିଛଉଣି Bichhauṇi
- ଦେ. ବି (ସଂ. ବିସ୍ତରଣ) — ବିଛାଣି; ବିଛାଇବା ବା ବିସ୍ତାରିତ କରିବା କର୍ମ — Act of Spreading out or Apportioning
- ଦେ. ବି (ସଂ. ବିସ୍ତରଣ) — ବଣ୍ଟନ — Distribution
- ଦେ. ବି (ସଂ. ବିସ୍ତରଣ) — ଜାହାଜର ବା ଡଙ୍ଗାର ତଳ ମହଲାରେ ରଖା ଯିବା ଜିନିସମାନ ତଳି ବାଟେ ଝରିବା ପାଣିରେ ଓଦା ନ ହେବା ପାଇଁ ଜାହାଜର ବା ଡଙ୍ଗାର ତଳିରେ ଯେଉଁ ବତା ବା ତଲେଇ ଆଦି ବିଛା ଯାଏ — , Long or stricks spread on the bottom of a boat or ship to prevant the articles kept there from being affected by the water accumulation in the hold
- ଦେ. ବି (ସଂ. ବିସ୍ତରଣ) — ଯେଉଁ ବସ୍ତୁ (ଯଥା—କୁଟା, ନଡ଼ା) ଭୂମିରେ ବା ଘରର ତଳିରେ ବିସ୍ତୃତ କରା ଯାଏ — Any thing spread on the ground or floor