ବିଚ୍ଛେଦୀ Bichchhfdī

  • ଦେ. ବିଣ. ପୁଂ — ଦୁଇ ବା ତତୋଽଧିକ ଖଣ୍ତରେ ହଣା ହୋଇ ଥିବା (ବ୍ୟକ୍ତି ବା ବସ୍ତୁ) — (a person or thing) Cut down into two or more pieces
  • ଦେ. ବିଣ. ପୁଂ — ବିଯୋଗୀ; ବିରହୀ — Who is undergoing the pangs of separation
  • ଦେ. ବିଣ. ପୁଂ — [ଉ—ବ୍ରହ୍ମପୁତ୍ରକୁ ଭକ୍ଷିବା ଇଚ୍ଛା କଲେ, ବିଚ୍ଛେଦୀ ହୋଇଥିଲା ଜନେ। ଭଞ୍ଜ. ବୈଦେହୀଶବିଳାସ।]
  • ସଂ. ବିଣ. ପୁଂ — ଯେ ବିଚ୍ଛେଦ ଘଟାଏ [ହି. ଶ.] — Causing sepa- ration or severance