ବିଚ୍ୟୁତ Bichyuta

  • ସଂ. ବିଣ—(ବି+ଚ୍ୟୁତ) — ଆପଣାସ୍ଥାନରୁ ସ୍ଖଳିତ; ଭ୍ରଷ୍ଟ — Dislocated; disjoined
  • ସଂ. ବିଣ—(ବି+ଚ୍ୟୁତ) — ପତିତ — Fallen down
  • ସଂ. ବିଣ—(ବି+ଚ୍ୟୁତ) — ପୃଥକ୍କୃତ — Separated
  • ସଂ. ବିଣ—(ବି+ଚ୍ୟୁତ) — କ୍ଷରିତ — Oozed out
  • ସଂ. ବିଣ—(ବି+ଚ୍ୟୁତ) — ବିରହିତ — Deprived of; stripped of
  • ସଂ. ବିଣ—(ବି+ଚ୍ୟୁତ) — (ବୈଦ୍ୟକ) ଜୀବିତ ଅଙ୍ଗରୁ କଟା ଯାଇ ଥିବା (ଅଙ୍ଗ) (ହି. ଶ.) — (surgery) Amputated (limb)