ବିଚ୍ୟୁତି Bichyuti
- ସଂ. ବି—(ବି+ଚ୍ୟତି) — ପତନ — Fall
- ସଂ. ବି—(ବି+ଚ୍ୟତି) — କ୍ଷରଣ — Oozing
- ସଂ. ବି—(ବି+ଚ୍ୟତି) — ପୃଥକକରଣ — Separation
- ସଂ. ବି—(ବି+ଚ୍ୟତି) — ସ୍ଖଳନ — Dislocation
- ସଂ. ବି—(ବି+ଚ୍ୟତି) — ଗର୍ଭପାତ (ହି. ଶ.) — Abortion
- ସଂ. ବି—(ବି+ଚ୍ୟତି) — (ବୈଦ୍ୟକ) ଜୀବିତ ଅଙ୍ଗରୁ କୈଣସି ଅଂଶ କାଟିବା — Amputation