ବିଛଣା Bichhaṇā

  • ଦେ. ବି—(ସଂ. ବିସ୍ତାରଣ) — ଶୋଇବାର ଆସ୍ତରଣ; ଶଯ୍ଯା — Bad; bedding
  • ଦେ. ବି—(ସଂ. ବିସ୍ତାରଣ) — ବହୁଲୋକ ବସିବାର ବଡ଼ ଆସନ — A big seat or mat for many people
  • ପ୍ରାଦେ.—(ସମ୍ବଲପୁର ଓ ଗଡଜାତ) ବି. — ବିଞ୍ଚଣୀ ମହୁ ଫେଣା; ଛୋଟ ମହୁ ଫେଣା — Small fan-shaped honeycomb