ବିଘଟିବା Bighaṭibā

  • ଦେ. କ୍ରି — ବିଶେଷରେ ଘଟିବା — To happen particularly or excellently
  • ଦେ. କ୍ରି — [ଉ—ବିକାଶ ହାସ ଦଶନେ, ବିଘଟେ ନଖ ପ୍ରସନ୍ନେ। ଭଞ୍ଜ. ବୈଦେହୀଶ ବିଳାସ।]