ବିଘସ Bighasa

  • ସଂ. ବି—(ବି+ଅଦ୍ ଧାତୁ=ଭୋଜନ କରିବା+ ଭାବ. ଅ; ଅଦ ସ୍ଥାନରେ ଘସ ଆଦେଶ) — ଭୋଜନ — Eating; taking meal
  • ସଂ. ବି—(ବି+ଅଦ୍ ଧାତୁ=ଭୋଜନ କରିବା+ ଭାବ. ଅ; ଅଦ ସ୍ଥାନରେ ଘସ ଆଦେଶ) — ଭୋଜନାବଶିଷ୍ଟ; ଉଚ୍ଛିଷ୍ଟ; ଅଇଁଠା — Leavings of a dinner; remnant of food; orts
  • ସଂ. ବି—(ବି+ଅଦ୍ ଧାତୁ=ଭୋଜନ କରିବା+ ଭାବ. ଅ; ଅଦ ସ୍ଥାନରେ ଘସ ଆଦେଶ) — (ମହୁମାଛିର ଉଚ୍ଛିଷ୍ଟ) ମହଣ — Wax
  • ସଂ. ବି—(ବି+ଅଦ୍ ଧାତୁ=ଭୋଜନ କରିବା+ ଭାବ. ଅ; ଅଦ ସ୍ଥାନରେ ଘସ ଆଦେଶ) — ଦେବତା, ପିତୃ ଓ ଅତିଥି— ମାନଙ୍କୁ ଦିଆଯିବା ପରେ ବଳିପଡିବା ଖାଦ୍ୟ — Food left after it is offered to guest, Deities and deceased ancestores