ବିଘଟ୍ଟିତ Bighaṭṭita

  • ସଂ. ବିଣ—(ବି+ଘଟ୍ଟ୍ ଧାତୁ+କର୍ମ. ତ) — ଘଣ୍ଟା ହୋଇଥିବା, ବିଲୋଡିତ; ମଥିତ — Churned; shaken; thoroughly agitated
  • ସଂ. ବିଣ—(ବି+ଘଟ୍ଟ୍ ଧାତୁ+କର୍ମ. ତ) — ବିଶ୍ଳେଷିତ; ବିଭକ୍ତ — Analysed; broken up
  • ସଂ. ବିଣ—(ବି+ଘଟ୍ଟ୍ ଧାତୁ+କର୍ମ. ତ) — ସଞ୍ଚାଳିତ — Moved
  • ସଂ. ବିଣ—(ବି+ଘଟ୍ଟ୍ ଧାତୁ+କର୍ମ. ତ) — କୃତ — Caused; done
  • ସଂ. ବିଣ—(ବି+ଘଟ୍ଟ୍ ଧାତୁ+କର୍ମ. ତ) — ରଗଡ଼ା ହୋଇଥିବା — Ground
  • ସଂ. ବିଣ—(ବି+ଘଟ୍ଟ୍ ଧାତୁ+କର୍ମ. ତ) — ବଟା ହୋଇଥିବା — Bruised
  • ସଂ. ବିଣ—(ବି+ଘଟ୍ଟ୍ ଧାତୁ+କର୍ମ. ତ) — ବିନାଶିତ (ହି. ଶ.) — Destroyed