ବିଘଟନ Bighaṭana
- ସଂ.ବି. (ବି=ବିପରୀତ, ବିଭିନ୍ନ+ଘଟନ) — ଆଶ୍ଚର୍ଯ୍ଯ ଘଟନା — Wonderful event
- ସଂ.ବି. (ବି=ବିପରୀତ, ବିଭିନ୍ନ+ଘଟନ) — ଅଘଟନ — The happening of an unexpected matter
- ସଂ.ବି. (ବି=ବିପରୀତ, ବିଭିନ୍ନ+ଘଟନ) — ଅମଙ୍ଗଳ; ଦୁର୍ଭାଗ୍ୟ — Misfortune
- ସଂ.ବି. (ବି=ବିପରୀତ, ବିଭିନ୍ନ+ଘଟନ) — ବିଶ୍ଳେଷଣ — Dissolution; analysis; disjunction
- ସଂ.ବି. (ବି=ବିପରୀତ, ବିଭିନ୍ନ+ଘଟନ) — ଅନିଷ୍ଟ — Injury
- ସଂ.ବି. (ବି=ବିପରୀତ, ବିଭିନ୍ନ+ଘଟନ) — ବିରୋଧ — Antagonism
- ସଂ.ବି. (ବି=ବିପରୀତ, ବିଭିନ୍ନ+ଘଟନ) — ବ୍ୟାଘାତ — Obstruction
- ସଂ.ବି. (ବି=ବିପରୀତ, ବିଭିନ୍ନ+ଘଟନ) — ବିନାଶ — Destruction
- ସଂ.ବି. (ବି=ବିପରୀତ, ବିଭିନ୍ନ+ଘଟନ) — ଭଞ୍ଜନ; ଭାଙ୍ଗି ଦେବା — Breaking