ବିଗ୍ରାହ୍ୟ Bigrāhya

  • ସଂ. ବିଣ. ପୁଂ (ବି+ଗ୍ରହ ଧାତୁ+କର୍ମ. ଯ) — ଯାହା ସଙ୍ଗେ ଯୁଦ୍ଧ କରିବା ଉପଯୁକ୍ତ (ହି. ଶ.) — Fit to be fought with