ବିଖ୍ୟ Bikhya

  • ସଂ. ବିଣ. ପୁଂ. (ବି=ବିଗତ+ନାସିକା; ନିପାତନ) — ବିଗତନାସିକା; ଯାହାର ନାକ ନାହିଁ — Noseless (Apte)
  • ସଂ. ବିଣ. ପୁଂ. (ବି=ବିଗତ+ନାସିକା; ନିପାତନ) — ଯାହାର ନାକ କଟା ହୋଇଅଛି — Having the nose cut or lopped off