ବିଖ୍ୟାତ Bikhyāta

  • ସଂ. ବିଣ—(ବି+ଖ୍ୟାତ) — ପ୍ରସିଦ୍ଧ; ସୁବିଦିତ — Celebrated; famous
  • ସଂ. ବିଣ—(ବି+ଖ୍ୟାତ) — [ଦ୍ର—ଏହି ଶବ୍ଦ ଅନ୍ୟ ଶବ୍ଦ ପରେ ମଧ୍ୟ ଯୋଗ ହୁଏ ଯଥା— ସୁବିଖ୍ୟାତ; ଭୁବନବିଖ୍ୟାତ, ଜଗଦ୍ବିଖ୍ୟାତ ଇତ୍ୟାଦି।]