ବିଖ୍ୟାପନ Bikhyāpana

  • ସଂ. ବି—(ବି+ଖ୍ୟା ଧାତୁ ଣିଚ୍ ଖ୍ୟାପି ଧାତୁ+ଭାବ. ଅନ) — ବିଖାତ କରଣ — Publication; proclaiming; making famous (Apte)
  • ସଂ. ବି—(ବି+ଖ୍ୟା ଧାତୁ ଣିଚ୍ ଖ୍ୟାପି ଧାତୁ+ଭାବ. ଅନ) — ସ୍ୱୀକାର କରିବା — Confessing acknowledging (Apte)