ବିଖଣ୍ଡିବା Bikhaṇḍibā

  • ଦେ. (ପଦ୍ୟ) କ୍ରି — ଖଣ୍ଡ ଖଣ୍ଡ କରିବା — To make into pieces
  • ଦେ. (ପଦ୍ୟ) କ୍ରି — [ଉ—ବିକଣ୍ଡୁ ପଦ ପଡ଼ି ଯେ। ଭଞ୍ଜ. ବୈଦେହୀଶବିଳାସ।]
  • ଦେ. (ପଦ୍ୟ) କ୍ରି — ଜିଣିବା; ପରାସ୍ତ କରିବା — To defeat; to overcome
  • ଦେ. (ପଦ୍ୟ) କ୍ରି — [ଉ—ନୀଳ ନଳିନ ସୁନ୍ଦର ନୟନ ଗଞ୍ଜଇ ତୋର ନାସା— ତିଳ—ପ୍ରସୂନ ବିଖଣ୍ଡେ। ପ୍ରାଚୀ. ରସବାରିଧି।]