ବିଖଣ୍ଡ Bikhaṇda

  • ଦେ. ବି କୁବଚନ — Evil names
  • ଦେ. ବି କୁବାକ୍ୟ — Evil language
  • ଦେ. ବି [ଉ—ଚଣ୍ଡ ହୋଇ ଦେଖ ବିଖଣ୍ଡ କହୁଛି ମଧୁର ନାହିଁ ତୁଣ୍ଡରେ। ଅଭିମନ୍ୟୁ ବିଦଗ୍ଧ ଚିନ୍ତାମଣି।]