ବିକେଇବା Bikkeibā
- ଦେ. କ୍ରି (ବି+ କ୍ରି ଧାତୁ ଣିଚ୍;) ବିକିବା କ୍ରିୟାର ଣିଜନ୍ତରୂପ — The causative form of (Bikibā.)
- ଦେ. କ୍ରି (ବି+ କ୍ରି ଧାତୁ ଣିଚ୍;) ଅନ୍ୟ ଦ୍ୱାରା ବିକ୍ରୟ କରାଇବା — To cause a person to sell
- ଦେ. କ୍ରି (ବି+ କ୍ରି ଧାତୁ ଣିଚ୍;) ବିକ୍ରୟ କରିବାକୁ ବାଧ୍ୟ କରିବା — To oblige or force a person to sell
- ଦେ. କ୍ରି (ବି+ କ୍ରି ଧାତୁ ଣିଚ୍;) (ଯଥା—ଶନିସପ୍ତା ଦଶା ମତେ ଘର ବିକାଇ ଦାଣ୍ଡରେ ଭିକ ମଗାଇଲା।)
- ଦେ. କ୍ରି (ବି+ କ୍ରି ଧାତୁ ଣିଚ୍;) ମୂଲ୍ୟ ବିନିମୟରେ ବିକ୍ରି ହେବା — To be sold (at a price); to go off at a price
- ଦେ. କ୍ରି (ବି+ କ୍ରି ଧାତୁ ଣିଚ୍;) କହି ଜାଣିଲେ କଦଳୀ ମୁଣ୍ଡା ବିକାଏ କହି ନ ଜାଣିଲେ ମାଗୁର ମାଛ ସଢୁଥାଏ—ଢଗ।
- ଦେ. କ୍ରି (ବି+ କ୍ରି ଧାତୁ ଣିଚ୍;) (ଲକ୍ଷଣାର୍ଥ) ଲାଭଜନକ ହେବା; ପୋଷାଇବା — (figurative) To be profitable; to be a paying concern; to pay; (e.g. this will not pay)
- ଦେ. କ୍ରି (ବି+ କ୍ରି ଧାତୁ ଣିଚ୍;) (ଯଥା—ଆମର ପୁରୁଣା କାଳିଆ ପାଠ ଆଜି କାଲି ବଜାରରେ ବିକେଇବ ନାହିଁ।)
- ଦେ. କ୍ରି (ବି+ କ୍ରି ଧାତୁ ଣିଚ୍;) (ଲକ୍ଷଣାର୍ଥ) ଲୋକଙ୍କ ଆଦୃତ ହେବା; ଲୋକ— ସମାଜରେ ସମ୍ମାନିତ ବା ଆଗ୍ରହ ସହକାରେ ଗୃହୀତ ହେବା — (figurative) To be sought after; to be respected
- ଦେ. କ୍ରି (ବି+ କ୍ରି ଧାତୁ ଣିଚ୍;) ନ ବିକାଏ ଦେହ ସଂସାରେ, ବିକାଏ ଅବସ୍ଥା ସିନା କେବଳ— ରାଧାନାଥ, ଯଯାତି।