ବିକୃତ ମୁଖ Bikṛuta mukha

  • ସ. ବିଣ. ପୁଂ. (ବହୁବ୍ରୀହି; ବିକୃତ+ମୁଖ ଯାହାର) — କୁତ୍ସିତ ମୁଖଯୁକ୍ତ; ବିକଟୀକୃତମୁଖ ବିକଟାଳମୁହାଁ — Of distorted face