ବିକୃତି Bikṛuti

  • ସଂ. ବି. (ବି+କୃ ଧାତୁ+ଭାବ. ତି) — ବିକାର (ଦେଖ) — bikāra (See)
  • ସଂ. ବି. (ବି+କୃ ଧାତୁ+ଭାବ. ତି) — ବିକାରପ୍ରାପ୍ତ ରୂପ (ହି. ଶ.) — Deformd shape
  • ସଂ. ବି. (ବି+କୃ ଧାତୁ+ଭାବ. ତି) — ମନର କ୍ଷୋଭ (ହ. ଶ.) — Grief; sorrow