ବିକୋତିବା Bikotibā

  • ଦେ. (ପ୍ରାଚୀନ ପଦ୍ୟ) କ୍ରି. (ସଂ. ବି+କୃତ ଧାତୁ= କାଟିବା; ବିକୃନ୍ତନ; ବିକର୍ତ୍ତନ) — କରତରେ ଛେଦବା — To saw
  • ଦେ. (ପ୍ରାଚୀନ ପଦ୍ୟ) କ୍ରି. (ସଂ. ବି+କୃତ ଧାତୁ= କାଟିବା; ବିକୃନ୍ତନ; ବିକର୍ତ୍ତନ) — କାଟିବା — To cut
  • ଦେ. (ପ୍ରାଚୀନ ପଦ୍ୟ) କ୍ରି. (ସଂ. ବି+କୃତ ଧାତୁ= କାଟିବା; ବିକୃନ୍ତନ; ବିକର୍ତ୍ତନ) — (ସଂ. ବି+କୃ ଧାତୁ) ବିକୃତ କରିବା — To cause distortion
  • ଦେ. (ପ୍ରାଚୀନ ପଦ୍ୟ) କ୍ରି. (ସଂ. ବି+କୃତ ଧାତୁ= କାଟିବା; ବିକୃନ୍ତନ; ବିକର୍ତ୍ତନ) — ବିକଳାଙ୍ଗ କରିବା — To maim
  • ଦେ. (ପ୍ରାଚୀନ ପଦ୍ୟ) କ୍ରି. (ସଂ. ବି+କୃତ ଧାତୁ= କାଟିବା; ବିକୃନ୍ତନ; ବିକର୍ତ୍ତନ) — କ୍ଷତ ବିକ୍ଷତ କରିବା — To lacerate
  • ଦେ. (ପ୍ରାଚୀନ ପଦ୍ୟ) କ୍ରି. (ସଂ. ବି+କୃତ ଧାତୁ= କାଟିବା; ବିକୃନ୍ତନ; ବିକର୍ତ୍ତନ) — ଛିଣ୍ଡାଇବା — To cut asunder
  • ଦେ. (ପ୍ରାଚୀନ ପଦ୍ୟ) କ୍ରି. (ସଂ. ବି+କୃତ ଧାତୁ= କାଟିବା; ବିକୃନ୍ତନ; ବିକର୍ତ୍ତନ) — କାମୁଡ଼ି କରି ଛିଣ୍ଡାଇବା — To bite off
  • ଦେ. (ପ୍ରାଚୀନ ପଦ୍ୟ) କ୍ରି. (ସଂ. ବି+କୃତ ଧାତୁ= କାଟିବା; ବିକୃନ୍ତନ; ବିକର୍ତ୍ତନ) — (ଲକ୍ଷଣାର୍ଥ) ନିଦାରୁଣ କଷ୍ଟ ଦେବା — (figurative) To afflict greatly
  • ଦେ. (ପ୍ରାଚୀନ ପଦ୍ୟ) କ୍ରି. (ସଂ. ବି+କୃତ ଧାତୁ= କାଟିବା; ବିକୃନ୍ତନ; ବିକର୍ତ୍ତନ) — (ଉଦାହରଣ—ବିକୋତି ନାସା ତୁଚ୍ଛେ ଶ୍ରୁତି ଛିନାଇ ପଛେ ଅନ୍ତରୀକ୍ଷରେ ଉତପିଞ୍ଛେ—ଭଞ୍ଜ. ବୈଦେହୀଶବିଳାସ।)