ବିକୋଷିବା Bikoshibā

  • ଦେ. (ପଦ୍ୟ) କ୍ରି. (ସଂ. ବିକୋଷ) — ଖଡ଼୍ଗକୁ ଖାପରୁ ମୁକ୍ତ କରିବା — To draw out a sword from the scabbard; unsheathed (sword)
  • ଦେ. (ପଦ୍ୟ) କ୍ରି. (ସଂ. ବିକୋଷ) — (ଉଦାହରଣ—ବିକୋଷିଲା କୃପାଣ ସତ କୃପାବିହୀନ ମାରିବି ଜନକକୁମାରୀ ସେ। ଭଞ୍ଜ. ବୈଦେହୀଶବଳାସ।)