ବିକଳିତ Bikaḻita
- ଦେ. କ୍ରି. ବିଣ. (ସଂ. ବିକଳ; ବ୍ୟାକୁଳ) — ବିକଳ ହୋଇ — Afflictedly; being too much embarrassed
- ଦେ. କ୍ରି. ବିଣ. (ସଂ. ବିକଳ; ବ୍ୟାକୁଳ) — ବିକଳିତେ ପୃଥିବୀ ଭାବେ—ଭଞ୍ଜ, ବୈଦେହୀଶବିଳାସ।
- ବିଣ — କଳ୍ପନାତୀତ — Beyond imagination
- ବିଣ — ବିକଳ; ବ୍ୟାକୁଳ — Afflicted; distressed
- ବିଣ — ( 1 + 2 ) ବିକଳିତ ରଞ୍ଜନ, ବିକଳିତ ହେଲେ ଜନ— ଭଞ୍ଜ. ବୈଦେହୀଶବିଳାସ। — (1+2) ବିକଳିତ ରଞ୍ଜନ, ବିକଳିତ ହେଲେ ଜନ— ଭଞ୍ଜ. ବୈଦେହୀଶବିଳାସ