ବିକଳେନ୍ଦ୍ରିୟ Bikaḻendriya
- ସଂ. ବିଣ. ପୁଂ. (ବହୁବ୍ରୀହି; ବିକଳ ହୋଇଅଛି ଇନ୍ଦ୍ରିୟ ଯାହାର) — ଯାହାର କୌଣସି ଇନ୍ଦ୍ରିୟ ଅବଶ ହୋଇଅଛି — 1. With any organ paralysed or out of order
- ସଂ. ବିଣ. ପୁଂ. (ବହୁବ୍ରୀହି; ବିକଳ ହୋଇଅଛି ଇନ୍ଦ୍ରିୟ ଯାହାର) — (ଯଥା—କଣା, କାଲ, ଖନା।)
- ସଂ. ବିଣ. ପୁଂ. (ବହୁବ୍ରୀହି; ବିକଳ ହୋଇଅଛି ଇନ୍ଦ୍ରିୟ ଯାହାର) — ଇନ୍ଦ୍ରିୟ ଶକ୍ତିରହିତ — Impotent; paralysed
- ସଂ. ବିଣ. ପୁଂ. (ବହୁବ୍ରୀହି; ବିକଳ ହୋଇଅଛି ଇନ୍ଦ୍ରିୟ ଯାହାର) — ବିକଳାଙ୍ଗ — Destitute of any particular limbs; maimed
- ସଂ. ବିଣ. ପୁଂ. (ବହୁବ୍ରୀହି; ବିକଳ ହୋଇଅଛି ଇନ୍ଦ୍ରିୟ ଯାହାର) — ଅବସନ୍ନ; କ୍ଷୁଧା ବା ଶୋକ ଆଦି ଯୋଗୁଁ ଯାହାର ଇନ୍ଦ୍ରିୟମାନଙ୍କ ଶକ୍ତି ଅବଶ ହୋଇଅଛି; ହାତ ଗୋଡ଼ ଚଳୁ ନ ଥିବା — Paralysed through hunger or grief