ବିକଳ ହେବା Bikaḻa hebā

  • ଦେ. କ୍ରି — ଅତି ବ୍ୟସ୍ତ ହେବା — To be in a pitiable condition
  • ଦେ. କ୍ରି — ଦୁଃଖରେ ଛଟପଟ ହେବା; ଦୁଃଖରେ ଅସ୍ଥିର ହେବା — To be restless in agony
  • ଦେ. କ୍ରି — ଅତି କାତର ହୋଇ କାନ୍ଦିବା — To bewail; to lament pitiably