ବିକଳ୍ପିତ Bikaḻpita

  • ସଂ. ବି (ବିକଳ୍ପ+ ଇତ) — ବିକଳ୍ପବିଶିଷ୍ଟ — Fanciful; optional; alternative
  • ସଂ. ବି (ବିକଳ୍ପ+ ଇତ) — ବିପରୀତଭାବରେ କଳ୍ପିତ — Conceived adversely
  • ସଂ. ବି (ବିକଳ୍ପ+ ଇତ) — ବିଭାବିତ — Conceived; invented
  • ସଂ. ବି (ବିକଳ୍ପ+ ଇତ) — ସନ୍ଦିଗ୍ଧ — Doubtful