ବିକଳାଙ୍ଗ Bikaḻāṅga
- ସଂ. ବିଣ. ପୁଂ—(ବହୁବ୍ରୀହି; ବିକଳ=ହ୍ରାସପ୍ରାପ୍ତ ବା ଅବଶ ହୋଇଅଛି ଅଙ୍ଗ ଯାହାର) — ଯାହାର କୌଣସି ଅଙ୍ଗ ନାହିଁ; ହୀନାଙ୍ଗ; କୌଣସି ଗୋଟିଏ ଅଙ୍ଗହୀନ — Maimed; multilated; deformed; crippled
- ସଂ. ବିଣ. ପୁଂ—(ବହୁବ୍ରୀହି; ବିକଳ=ହ୍ରାସପ୍ରାପ୍ତ ବା ଅବଶ ହୋଇଅଛି ଅଙ୍ଗ ଯାହାର) — ଯାହାର କୌଣସି ଅଙ୍ଗ ଅବଶ ହୋଇଅଛି — With any limb out of order or paralysed
- ସଂ. ବିଣ. ପୁଂ—(ବହୁବ୍ରୀହି; ବିକଳ=ହ୍ରାସପ୍ରାପ୍ତ ବା ଅବଶ ହୋଇଅଛି ଅଙ୍ଗ ଯାହାର) — [ଦ୍ର—କୋଢ଼ିଆ, ଛୋଟା, କେମ୍ପା, କୁଜା, କଣା ଓ ଅନ୍ଧ ଏହି ଶ୍ରେଣୀର ଅନ୍ତର୍ଗତ।]