ବାହାର Bāhāra

  • ଦେ. ବି (ସଂ. ବହିଃ, ବହିସ୍, ବହିର; ପ୍ରା, ବାହିର) — ପଦାର୍ଥର ବହିର୍ଦେଶ — The outside of a thing
  • ଦେ. ବି (ସଂ. ବହିଃ, ବହିସ୍, ବହିର; ପ୍ରା, ବାହିର) — ବାହାର ଅତି କଠିନ ଭିତର ସରସ। ଭଞ୍ଜ. ପ୍ରେମସୁଧାନିଧି।
  • ଦେ. ବି (ସଂ. ବହିଃ, ବହିସ୍, ବହିର; ପ୍ରା, ବାହିର) — ବହିର୍ଭାଗ — Exterior
  • ଦେ. ବି (ସଂ. ବହିଃ, ବହିସ୍, ବହିର; ପ୍ରା, ବାହିର) — ମନୁଷ୍ୟର ଦେହ; ଶରୀର — Body
  • ଦେ. ବି (ସଂ. ବହିଃ, ବହିସ୍, ବହିର; ପ୍ରା, ବାହିର) — ଗୋଳି ଦେଲା ମୋର ବାହାର ଭିତର। କବିସୂର୍ଯ୍ୟ. କିଶୋରୀଚମ୍ପୂ ଗ ଗୀତ।
  • ଦେ. ବି (ସଂ. ବହିଃ, ବହିସ୍, ବହିର; ପ୍ରା, ବାହିର) — ଗୃହର ବହିର୍ଦେଶ — The outer side of a house
  • ଦେ. ବି (ସଂ. ବହିଃ, ବହିସ୍, ବହିର; ପ୍ରା, ବାହିର) — ଗୃହର ଅନ୍ତଃପୁରର ବହିର୍ଭାଗସ୍ଥ ଅଂଶ — The portion of a house outside the inner apartments
  • ଦେ. ବି (ସଂ. ବହିଃ, ବହିସ୍, ବହିର; ପ୍ରା, ବାହିର) — ଗ୍ରାମର ବହିର୍ଭାଗସ୍ଥ ପଡ଼ିଆ — Meadow outside the village
  • ଦେ. ବି (ସଂ. ବହିଃ, ବହିସ୍, ବହିର; ପ୍ରା, ବାହିର) — ଖଞ୍ଜା; ପରସ୍ତ; ଗୃହର ଅଗଣା — Courtyard
  • ଦେ. ବି (ସଂ. ବହିଃ, ବହିସ୍, ବହିର; ପ୍ରା, ବାହିର) — ଗ୍ରାମ ପ୍ରାନ୍ତ — Outskirts
  • ଦେ. ବି (ସଂ. ବହିଃ, ବହିସ୍, ବହିର; ପ୍ରା, ବାହିର) — ବହିର୍ଗମନ — Coming out; going beyond
  • ଦେ. ବି (ସଂ. ବହିଃ, ବହିସ୍, ବହିର; ପ୍ରା, ବାହିର) — ସ୍ଥାନ, ପଦ, ଅବସ୍ଥା, ସମୟ ଓ ସମ୍ବନ୍ଧ ଆଦି ବିଚାରର କୌଣସି ନିଶ୍ଚିତ ବା କଳ୍ପିତ ସୀମା (ବା ମର୍ଯ୍ୟାଦା) କୁ ଟପି ଥିବା ବସ୍ତୁ, ବିଷୟ, ସ୍ଥାନ. ପଦ, ଅବସ୍ଥା ବା ସମୟ — Any thing, matter, place, time or position beyond a certain or fixed limit