ବାହାପିଆ ପଣ Bāhāpiā paṇa

  • ଦେ. ବି — ଘୋର ମିଥ୍ୟାବାଦିତା — Mendacity; the habitual telling of lies
  • ଦେ. ବି — ସର୍ବଜ୍ଞ ପରାୟେ କେହି; ନ ଦେଖି ନ ଶୁଣି କହେ କେତେ ରଙ୍ଗେ କଥା ବାହାପିଆ ପଣେ। ରାଧାନାଥ. ମହାଯାତ୍ରା।