ବାହାର ଘର Bāhāra ghara

  • ଦେ. ବି — (ସଂ. ବହିର୍ଗୃହ) ବାଜେ ଘର; ଗୃହସ୍ଥଳିରେ ଥିବା ପ୍ରଧାନ ଗୃହର ବହିର୍ଦ୍ଦେଶରେ ନିର୍ମିତ ଗୃହ — Out-house